ଓଡଆ ସମଲଚନର ଦଗବଳୟର ଭରଦୱଜ
Abstract
ଓଡ଼ିଆ ସାହିତ୍ୟରେ ଜାନକୀବଲ୍ଲଭ ମହାନ୍ତି ଦୁଇଜଣ ଏକ ସମୟରେ ରେଭେନ୍ସା ମହାବିଦ୍ୟାଳୟରେ କାର୍ଯ୍ୟ କରିଥିଲେ । ଏହି ଦୁଇ ସ୍ରଷ୍ଟାଙ୍କୁ ନେଇ ଆଲୋଚନା ପରିସର ବ୍ୟାପକ ଥିବା ପରି ମନେହୁଏ ନାହିଁ । ନିକଟରେ ଜାନକୀବଲ୍ଲଭ ମହାନ୍ତି (ଭରଦ୍ୱାଜ)ଙ୍କ ଜୟନ୍ତୀର ଶତବାର୍ଷିକୀ ପାଳନ ଅବସରରେ ସାହିତ୍ୟ ଅକାଡେମୀର ଆଲୋଚନା ନିମନ୍ତେ ଅନୁସନ୍ଧାନ କରିବା ସମୟରେ କିଛି ତଥ୍ୟ ସଂଗ୍ରହ କରିଥିଲି । ଏହି ସଂଗ୍ରହରେ ଯେଉଁ କେତେକ ତଥ୍ୟ ମିଳିଥିଲା ଉଭୟଙ୍କୁ କିପରି ଚିହ୍ନଟ କରାଯିବ ତାହା ହିଁ ମୋର ପ୍ରଥମ ଉଦେଶ୍ୟ ଥିଲା । ଅନୁସନ୍ଧାନରୁ ଉଭୟଙ୍କ ଲେଖା ପାଇବା ପରେ ଜାନକୀବଲ୍ଲଭ ମହାନ୍ତି (ଭରଦ୍ୱାଜ)ଙ୍କର ୩ଟି ସୃଷ୍ଟିକୁ ଏଥିରେ ଆଲୋଚନା କରାଯାଇଛି । ଦ୍ୱିତୀୟରେ ଜାନକୀବଲ୍ଲଭ ମହାନ୍ତି (ଇ)ବା ଏମ୍.ଏ., ଏଲ୍.ଏଲ୍.ବିଙ୍କର ପାଇଥିବା କେତୋଟି ସୃଷ୍ଟିର କେବଳ ନାମକରଣ ଦର୍ଶାଯାଇଛି ।
Fields of Study & Subjects
Educational Robotics and Engineering
Legal and Regulatory Analysis
Linguistic
Cultural
and Literary Studies
Publication details
- Journal / source
- Zenodo (CERN European Organization for Nuclear Research)
- Publication date
- 8 January 2026
- Language
- ORY