ଶନତନ କମର ଆଚରଯୟଙକ ଗଳପର ସମଜବଦ ସଦଧନତ

Read full text
Authors: ସ୍ୱପ୍ନାରାଣୀ ସିଂ
Cited by: 0

Abstract

ଓଡିଆ ଗଳ୍ପ ସାହିତ୍ୟ ଜଗତରେ ଶ୍ରୀଯୁକ୍ତ ଶାନ୍ତନୁ କୁମାର ଆଚାର୍ଯ୍ୟ ଏକ ନିଆରା ସ୍ୱର । ବୃତ୍ତିର ପ୍ରଭାବରେ ସେ ବିଜ୍ଞାନ, ମନସ୍ତତ୍ତ୍ୱ ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଇଥିଲେ ହେଁ, ଜଣେ ସଚେତନ ନାଗରିକ ଭାବରେ ସେ ସମାଜ ଏବଂ ରାଜନୀତି ସହିତ ଦେଶର ଅର୍ଥନୈତିକ ଭିତ୍ତିଭୂମିକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି । ବିଭିନ୍ନ ସମୟରେ ବିଶେଷକରି ୧୯୫୦ ପରବର୍ତ୍ତୀ ସମାଜ ଏବଂ ରାଜନୀତି କୈନ୍ଦ୍ରିକ ବିଶ୍ୱର ବିଭିନ୍ନ ପ୍ରସଙ୍ଗକୁ ସେ କେବଳ ଆଲୋଚନା କରିନାହାନ୍ତି । ଜଣେ ଗବେଷକ ଭାବରେ ଏହାର ଭଲ ଏବଂ ମନ୍ଦ ଉଭୟ ଦିଗକୁ ମଧ୍ୟ ବିଚାର କରିଛନ୍ତି ।

Fields of Study & Subjects

Educational Robotics and Engineering Financial Crisis of the 21st Century Human auditory perception and evaluation

Publication details

Journal / source
Zenodo (CERN European Organization for Nuclear Research)
Publication date
8 January 2026
Language
ORY