ସରଳ ମହଭରତର କରୟ ଆଲଚନର ଧର
Abstract
ସାରଳା ମହାଭାରତ ଓଡ଼ିଆ ଭାଷା ସାହିତ୍ୟର ଏକ ଅମୂଲ୍ୟ ସମ୍ପଦ । ଏହାର ଏକ ବିଶାଳ ଶବ୍ଦଭଣ୍ଡାର ରହିଛି । ଏହି ଶବ୍ଦଗୁଡ଼ିକ ଓଡ଼ିଆ ଭାଷାର ପ୍ରାଚୀନ ବିଭବ । ଶବ୍ଦର ବିଭିନ୍ନ ବିଭାଗ ମ୍ ମଧ୍ୟରୁ କ୍ରିୟା ଏକ ମୁଖ୍ୟ ଅଂଶ । ଏହି ପ୍ରବନ୍ଧରେ ଅଦ୍ୟାବଧି ସାରଳା ମହାଭାରତର କ୍ରିୟାପଦ ବିଷୟରେ ଆଲୋଚନାର ଧାରାକୁ ଦର୍ଶାଯାଇଛି । ଏହା ମହାଭାରତୀୟ କ୍ରିୟାପଦର ସ୍ୱତନ୍ତ୍ର ଆଲୋଚନା ପାଇଁ ଖୋରାକ ପ୍ରସ୍ତୁତି ।
Fields of Study & Subjects
Educational Robotics and Engineering
Financial Crisis of the 21st Century
Legal and Regulatory Analysis
Publication details
- Journal / source
- Zenodo (CERN European Organization for Nuclear Research)
- Publication date
- 8 January 2026
- Language
- ORY