କଷଣକ ଭଗସରବସଵ ଓ ଆତମଦହନର ପଡ "ଏକ ଏବ ଏକ ଏକ
Abstract
କବିତା କବିର କଲ୍ପନା ମାତ୍ର । ଏଥିରେ କାବ୍ୟପୁରୁଷ ମନର ଗୋପନ କଥାକୁ ଅତି ସହଜରେ ବ୍ୟକ୍ତ କରିଥାଏ । ଜୀବନର ମୋଡ଼ ଯେଉଁ ଦିଗର ସନ୍ଧାନୀ ହେଲେ ମଧ୍ୟ କୌଣସି ଏକ ଆକର୍ଷଣ ତୀକ୍ଷ୍ଣ ଶଲାକାର ରୂପଧାରଣ କରି ବିଦ୍ଧ କରିଚାଲେ ବ୍ୟକ୍ତିର ସମଗ୍ର ଶରୀରକୁ । ଫଳରେ ବ୍ୟକ୍ତିର ସମସ୍ତ ଭାବନାକୁ ଉଦବେଳିତ କରି ଜୀବନକୁ ଏକ ନୂତନ ଦିଗର ସନ୍ଧାନ ଦିଏ । ଯେଉଁଠି ଅଛି ରୋମାଂଟିକ ଚେତନା ଭରା ଅତୀତ ଓ ଅବଶୋଷର ପରିଧି । ଏହି ପରିଧି ମଧ୍ୟରେ ପ୍ରାପ୍ତି ଓ ଅପ୍ରାପ୍ତିତ୍ୱ ଆଣି ଦେଇଛି ବ୍ୟର୍ଥପୂର୍ଣ୍ଣ ଜୀବନ, ଯାହାର ଅଙ୍କ କେବେବି ପରିବର୍ତ୍ତନ ହୁଏନା । ସେଇ ଲୋଭ, ସେଇ ଭୋଗ ଏବଂ ଆତ୍ମଦହନ ପୀଡ଼ା ତାଙ୍କୁ କବଳିତ କରେ । ଯେତେବେଳେ ଜୀବନର ବାଟରେ ସେ ଏକା ହୋଇପଡ଼ନ୍ତି, ସେଠାରେ ତାଙ୍କୁ ହାତ ଟାଣି ରଖେ କେଉଁ ଏକ ଅଦୃଶ୍ୟ ହାତ । ସେଇ ହାତର ବାସ୍ତବତାକୁ ନେଇ ପରୀକ୍ଷା କରନ୍ତି ।
Fields of Study & Subjects
Educational Robotics and Engineering
Human auditory perception and evaluation
Social and Cultural Studies
Publication details
- Journal / source
- Zenodo (CERN European Organization for Nuclear Research)
- Publication date
- 8 January 2026
- Language
- ORY