ଓଡଶର ଗପଳ ସମପରଦୟର ସସକତକ ଐତହୟ

Read full text
Authors: ସିପୁନ ଭୂତିଆ
Cited by: 0

Abstract

ଗୋପାଳ ବା ଗଉଡ଼ ଜାତି ଏକ ପ୍ରାଚୀନ ଜାତି । ସାଧାରଣତଃ ଗୋ-ପାଳନ କରୁଥିବାରୁ ଏମାନଙ୍କୁ ଗୋପାଳ କୁହାଯାଏ । ଏହି ଜାତିର ଇତିହାସ ଯେତିକି ପ୍ରାଚୀନ, ସଂସ୍କୃତି ସେତିକି ଗୌରବମୟ । ଯାଯାବର ଭଳି ଜୀବନ ବଂଚୁଥିବା ଗୋଟିଏ ଜାତି ଅରଣ୍ୟ, ନଦୀକୂଳ ଆଦିରେ ବାସକରି କେମିତି ସାମାଜିକ ସ୍ତରରେ ନିଜ ଅର୍ଥନୈତିକ ସ୍ଥିତିକୁ ସମୃଦ୍ଧି କରି, ସମୟକ୍ରମେ ଏକ ସଂସ୍କୃତି ସମ୍ପନ୍ନ ଜାତି ଭାବରେ ନିଜକୁ ପରିଗଣିତ କରିପାରିଛି ତାହା ପ୍ରତିପାଦନ କରିବା ଏହି ନିବନ୍ଧର ଆଭିମୁଖ୍ୟ ।

Fields of Study & Subjects

Educational Robotics and Engineering Financial Crisis of the 21st Century Legal and Regulatory Analysis

Publication details

Journal / source
Zenodo (CERN European Organization for Nuclear Research)
Publication date
8 January 2026
Language
ORY