ଓଡଆ ଉପନୟସକ ପରପରକଷର ପରପତର ଭମକ
Abstract
ଉପନ୍ୟାସିକା ହେଉଛି ଉପନ୍ୟାସ ସାହିତ୍ୟର ପର୍ଯ୍ୟାୟଭୁକ୍ତ । ଏକବିଂଶ ଶତାବ୍ଦୀକୁ ଲକ୍ଷ୍ୟ କଲେ ଜଣାପଡ଼େ ଯେ ଆଜିର ମଣିଷ ଏତେ ବ୍ୟସ୍ତ ଯେ ତା ପାଖରେ ସମୟର ଅଭାବ । ଏହି ସମୟ ସାପେକ୍ଷକୁ ଲକ୍ଷକରି ଔପନ୍ୟାସିକମାନେ ଉପନ୍ୟାସର ଫର୍ମକୁ ବଦଳାଇ ଦେଇ ଉପନ୍ୟାସିକା ରଚନା କରୁଛନ୍ତି । କାହାଣୀର ଘନତା ବା ସରଳତାକୁ ନେଇ ଉପନ୍ୟାସିକାର ଗଠନ ଏବଂ ଜୀବନର ବାସ୍ତବତାକୁ ଅନୁକରଣ କରି ଜନ୍ମ ହୋଇଛି ଉପନ୍ୟାସିକା । ନୂତନ ଶୈଳୀ ବା ଫର୍ମକୁ ନେଇ ସାଂପ୍ରତିକ ସମୟରେ ଉପନ୍ୟାସିକା ବହୁ ଚର୍ଚ୍ଚିତ । ଉପନ୍ୟାସ ଠାରୁ ଉପନ୍ୟାସିକାର ପାଠକ ସଂଖ୍ୟା ମଧ୍ୟ ବହୁ ଅଧିକ ।
Fields of Study & Subjects
Educational Robotics and Engineering
Financial Crisis of the 21st Century
Legal and Regulatory Analysis
Publication details
- Journal / source
- Zenodo (CERN European Organization for Nuclear Research)
- Publication date
- 8 January 2026
- Language
- ORY