ପରଚନ ମଧୟଯଗୟ ଓଡଆ ସହତୟର ରମ
Abstract
ରାମ ନାମଟି ହେଉଛି ଏକ ପବିତ୍ର ନାମ ଯାହା ଶ୍ରବଣ ସ୍ପର୍ଶ ମାତ୍ରେ ପାତକ ବି ସନ୍ନ୍ୟାସ ଅବଳା ବି ମନୁଷ୍ୟ ରୂପ ଧାରଣ କରିପାରେ । ଶାସନ ବ୍ୟବସ୍ଥା ମଧ୍ୟ ଚାହେଁ ସେହି ଆଦର୍ଶ ଘେନି ବଞ୍ଚୁ । ପ୍ରାଚୀନ ମଧ୍ୟଯୁଗୀୟରେ ଯେଭଳି ରାମଙ୍କ ମହିମାଗାନ କରାଯାଇଛି ତାହା ଯୁଗ ଯୁଗକୁ ପ୍ରଭାବିତ କରେ । ରାମଚନ୍ଦ୍ରଙ୍କ ଆଦର୍ଶ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସାହିତ୍ୟରେ ଖ୍ୟାତିଲାଭ କରିଆସିଛି । ଓଡ଼ିଆ ସାହିତ୍ୟରେ ସାରଳା ଦାସଙ୍କ ଠାରୁ । ଆରମ୍ଭ କରି ବଳରାମ ଦାସ,ଅର୍ଜୁନ ଦାସ,କାର୍ତ୍ତିକ ଦାସଙ୍କ ମଧ୍ୟଦେଇ ରୀତିଯୁଗର ଧନଞ୍ଜୟ ଭଞ୍ଜ,ଉପେନ୍ଦ୍ର ଭଞ୍ଜ,ବିଶ୍ୱନାଥ ଖୁଣ୍ଟିଆ ଆଦି ରାମଙ୍କ ଚରିତ୍ରର ଅବତାରଣା କରିଛନ୍ତି । ସମସ୍ତଙ୍କ ଦୃଷ୍ଟିରେ ସେ ହୋଇଛନ୍ତି ମହାନ ତାଙ୍କ ଚରିତକୁ ଅନୁଧ୍ୟାନ କଲେ ଜଣାପଡ଼େ ସେ ଥିଲେ ସର୍ବଗୁଣ ସମ୍ପନ୍ନା ଧର୍ମର ଜୟ ପାପର କ୍ଷୟ ଆଧାରରେ ତାଙ୍କୁ ଗ୍ରହଣ କରାଯାଏ । ଯେତେସବୁ ବିଷୟ ରଚନା କରାଯାଇଛି ସବୁଥିରେ ସେ ଅନ୍ୟାୟ ଅନୀତିକୁ ପଛରେ ପକାଇ ସତ୍ୟକୁ ସ୍ଥାପନା କରିଛନ୍ତି ।
Fields of Study & Subjects
Educational Robotics and Engineering
Financial Crisis of the 21st Century
Legal and Regulatory Analysis
Publication details
- Journal / source
- Zenodo (CERN European Organization for Nuclear Research)
- Publication date
- 8 January 2026
- Language
- ORY