ଓଡଶର କନଦଝର ଅଞଚଳର ରମୟଣ ସସକତର ଚତର

Read full text
Authors: କିଶୋର ଚନ୍ଦ୍ର ମହାନ୍ତ
Cited by: 0

Abstract

ରାମଚନ୍ଦ୍ର ହେଉଛନ୍ତି ଯୁଗ ପୁରୁଷ । ଧର୍ମକୁ ସ୍ଥାପନା କରିବା ପାଇଁ ସେ ମାନବ ଅବତାର ନେଇ ଜନ୍ମଗ୍ରହଣ କରିଥିଲେ । ରାଜ ପରିବାରରେ ଜନ୍ମ ହୋଇ ମଧ୍ୟ ସେ ରାଜସୁଖ ଭୋଗ କରି ନାହାନ୍ତି ବରଂ ଜୀବନ ତମାମ କଷ୍ଟକୁ ବରଣ କରିଛନ୍ତି । ବନବାସ ସମୟରେ ଅନେକ ସ୍ଥାନ ପରିଭ୍ରମଣ ସହ ଓଡ଼ିଶାର କେନ୍ଦୁଝର ଅଞ୍ଚଳକୁ ମଧ୍ୟ ଆସିଥିବାର ମନେହୁଏ । କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ରାମଙ୍କ ଗାଥା ରହିଛି । ବନବାସ ସମୟରେ ଆସି ପହଞ୍ଚିବା ଠାରୁ ରହିବା ଏବଂ ପ୍ରଜାଙ୍କ ହିତପାଇଁ ମାତା ସୀତାଙ୍କୁ ନେଇ ବନରେ ଛାଡ଼ିବା,ବାଲ୍ମୀକି ଆଶ୍ରମରେ ରହି ଲବ,କୁଶ ଜନ୍ମ, ଦସୁ ରତ୍ନାକରରୁ ବାଲ୍ମୀକି ଋଷିରେ ପରିବର୍ତ୍ତନ ହେବା ପର୍ଯ୍ୟନ୍ତ ସମସ୍ତ ଚିତ୍ର ରହିଛି । କେନ୍ଦୁଝରର ଲୋକମାନଙ୍କ ଉପରେ ମଧ୍ୟ ରାମଙ୍କ ଆଦର୍ଶ ଯଥେଷ୍ଟ ରୂପେ ପ୍ରଭାବ ପକାଇଛି । କୃଷିଗୀତ,ଶଗଡ଼ିଆ ଗୀତ,ଜନ୍ମଉତ୍ସବ,ବିବାହ,ମୃତାହ,ପର୍ବପର୍ବାଣୀରେ ବୋଲାଯାଉଥିବା ଗୀତଗୁଡ଼ିକରେ ମଧ୍ୟ ରାମଙ୍କ ଗୁଣ ଗାନ କରାଯାଇଥାଏ ।

Fields of Study & Subjects

Educational Robotics and Engineering Financial Crisis of the 21st Century Human auditory perception and evaluation

Publication details

Journal / source
Zenodo (CERN European Organization for Nuclear Research)
Publication date
8 January 2026
Language
ORY