ଜଜମ' ଚଲଗଲ: ଏକ ସମକଷତମକ ଦଷଟ

Read full text
Authors: ସ୍ନେହପ୍ରଭା ଲେଙ୍କା
Cited by: 0

Abstract

ଦୁଃଖ-କଷ୍ଟ କ’ଣ ଜାଣିନଥିବା ଗୋଟେ ସରଳ ଝିଅ ଶିଉଳି, ବିବାହ ପରେ ତା ଜୀବନରେ ଛୋଟ ଛୋଟ ବ୍ୟଥାଗୁଡ଼ିକ ସ୍ଥାନପାଇଛି ଉପନ୍ୟାସିକାରେ । ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ଶିଉଳି ସହିତ ତା ଜେଜେମା’ ଛାଇପରି ରହିଛି । ଉପନ୍ୟାସିକା ପଢ଼ିଲା ବେଳେ ମନେହେବ ଶିଉଳି ଏବଂ ତାର ଜେଜେମା’ ଚରିତ୍ର ଯେପରି କାହାଣୀର ଶରୀର ଓ ଆତ୍ମା ସଦୃଶ ତୁଳନୀୟ । ପିଲାଟି ବେଳୁ ଯେଉଁ ଜେଜେମା’ର ଆକଟ, ଆଦର ଓ ସ୍ନେହ ପାଇ ଶିଉଳି ବଢ଼ିଆସିଥିଲା, ବିବାହ ପରେ ମଧ୍ୟ ଜେଜେମା’ର ସହଯୋଗ - ସହାୟତା ଏବଂ ସାହସ ଜୀବନ ଯୁଦ୍ଧରେ ବିଜୟୀ ହେବାରେ ଆତ୍ମବିଶ୍ୱାସ ଭରି ଦେଇଛି । ଶିଉଳି ପାଠପଢ଼ି ବଡ଼ ଡାକ୍ତର ହୋଇଛି ସତ, ଜେଜେମା’ଙ୍କ ସ୍ୱପ୍ନକୁ ସାକାର କରିଛି ସତ କିନ୍ତୁ ଏ ସୁଖର ମୁହୂର୍ତ୍ତ ଦେଖିବାକୁ ଜେଜେମା ଆଉ ତା’ ପାଖରେ ନାହିଁ । ତାଙ୍କ ମୃତୁ ଶିଉଳିକୁ ଯେଉଁ ଗଭୀର କଷ୍ଟ ଦେଇଛି, ତାହାର ଏକ ସୁନ୍ଦର କାହାଣୀ ହେଉଛି ‘ଜେଜେମା ଚାଲିଗଲା ।’

Fields of Study & Subjects

Earthquake and Disaster Impact Studies Urban and spatial planning Financial Crisis of the 21st Century

Publication details

Journal / source
Zenodo (CERN European Organization for Nuclear Research)
Publication date
8 January 2026
Language
ORY